ମୁଁ ବି ଗୀତ ଲେଖେ
ଫୁଲର
ବର୍ଷାର
ସତ ହୋଇଯାଉଥିବା ସ୍ୱପ୍ନର ।

ତୁ ବି କବିତା ପଢ଼
ପ୍ରେମର
କୀର୍ତ୍ତିର
ତୋତେ ଭଲ ପାଉଥିବା ରାଜାର ।

ଡ଼ଃ ମନୋଜ କିଶୋର ନାୟକ

My Posts

ସଂଦେହୀ ପ୍ରେମିକା

ଫୁତ୍କାର ମାରି ଗର୍ଜନ କଲା ମୋ ସନ୍ଦେହୀ ପ୍ରିୟା “ନା । ମୌସୁମୀ ଆସିପାରିବନି ।” ଏଇ ବିସ୍ଫୋରକ ଆଦେଶନାମାରେ କୁହୁଳି ଉଠିଲା ଦେହରୁ ବୋହୁଥିବା ଗମ୍ ଗମ୍ ଝାଳ । ଖଣ୍ଡିଆଭୂତର ପ୍ରକୋପରେ ବକ୍ଷଦେଶରୁ ଖସିପଡ଼ିଥିବା ଘର୍ମାକ୍ତ ପଣତକୁ ସଜାଡୁ ସଜାଡୁ କରି ଚାଲିଥିଲା ଆତ୍ମସଂଳାପର ବିସ୍ଫୋରଣ ….. ” ଗ୍ରୀଷ୍ମଛୁଟି ଦିନୁ ଗ୍ରାସ କରିଛି ଏ ଅଲକ୍ଷଣୀ ମୌସୁମୀର ମାୟାଜାଲ । କ’ଣ ନା ! ଏ ମୌସୁମୀ ବହୁତ ସୁନ୍ଦର… ସବୁଜରଂଗର ଓଦା […]

କୋରଡ

ତୋ ଛାତି ଭାଙ୍ଗିଗଲେ କାନ୍ଦିବୁନି ଯେତେ ଭାଙ୍ଗିବ ଭାଙ୍ଗୁ କୋରଡ ବି ହୋଇଯାଉ ସେଠି ତୁ ଦମ୍ଭ ହାରିବୁନି ଦେଖିବୁ ଦିନେ ତୋ କୋରଡକୁ ଉଡ଼ିଆସିବ ପକ୍ଷୀଟିଏ । ପ୍ରେମର ପକ୍ଷୀଟିଏ ....
Close Menu
error: Content is protected !!
×
×

Basket