ପକ୍ଷୀ ପାଇଁ

  ଗୋ ସୁନାକେଶୀ ! ଡେଣା ଲାଗିଗଲା ବୋଲି ଉଡେଇଦେବି କି ଆଉ କେଉଁ ପରଦେଶକୁ ? ଯେଉଁଠି ନ ଥିବ ତୋ ପାଇଁ ଚେନାଏ ହସ ଥିବ କି ନ ଥିବ ଆଞ୍ଜୁଳେ ଖୁସି ଚୁମୁଥିବ କି ନ ଥିବ…

Continue Reading
ଦୀପ
the light that shines the brightest

ଦୀପ

ଦିନ ଦି' ପହର ଇଚ୍ଛାହେଲା ଦୀପଟିଏ ଜାଳିବି । ଠୋ ଠୋ ହସିଲେ ଦଳେ ସ୍ତ୍ରୀଲୋକ ରାଗ କଟମଟକରି ଅନେଇଲେ ଗାଁର ସରପଞ୍ଚ ପାଗଳବୋଲି ଟେକା ଫିଙ୍ଗିଲେ କେତୋଟି ଦୁଷ୍ଟ ପିଲା । "ଦିନ ଦ୍ବି ପହରେ କିଏ ବା ଦୀପ…

Continue Reading
ଓହଳ
Prop roots of a banyan tree near Nabarangpur

ଓହଳ

ତୁମେ ଥିଲ ମୁଁ ଥିଲି । ଆଉ କେହି ନ ଥିଲେ ଆମ ସାଥେ କେବଳ ଏ ଗଛର ଛାଇ ଥିଲା । ତୁମେ ଝୁଲି ପଡିଲ ମୁଁ ଝୁଲି ପଡିଲି ଆଉ କେହି ନ ଥିଲେ ଧରିବାକୁ ଗଛ ବି…

Continue Reading

ଶୂନ ଜିଲ୍ଲା

କିଏ କହିଲା ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି ଆସୁନ ଶୁଂଘିବ ଏଠି ତ କୋଟି କୋଟି ଦୁର୍ନୀତିର ଗନ୍ଧ ଭଣ ଭଣ ହୋଇ ବାସୁଚି ମୋ ଫାଇଲ ଉପରେ ପି.ସି.ର ପେପର ୱେଟ ଯାହାକୁ ଘୁଞ୍ଚାଇ ପାରିନି ଉନ୍ନୟନର ମିଛ…

Continue Reading

କିଏ ସୁନ୍ଦର?

ରକ୍ତ ଗୋଲାପର ପାଖୁଡାରେ ପଡିଥିବା ଶିଶିର ବିନ୍ଦୁ ଆଉ ଅଧୁରା ପ୍ରେମର ଲୁହ ଦୁଇ ଟୋପା ତୋ ଫୁଲ୍କା ଗାଲ ଉପରେ ଅଙ୍କ କଷା କଷି ହେଉଛନ୍ତି.... କିଏ ସୁନ୍ଦର ?

Continue Reading

ମା’

●ମା' କଣ କରୁଛୁ? ●କିଛି ନାହିଁ ରୋଷେଇ କରୁଛି । ●କଣ? ●କାହିଁ ତୁ ଆସୁଛୁ କି? ●ନା ଯେ... ଗୋଟେ କାମ ଥିଲା। ●କହ। ●ତୋ ଫୋଟୋ ଗୋଟେ ପଠା । ●ନା ●ପ୍ଲିଜ ପଠାନା ●ନା କହିଲି ପରା

Continue Reading

ଚନ୍ଦ୍ରମୁଖୀ

ରଜନୀଗନ୍ଧା ବି ଆଜି ଅନ୍ଧାରରେ ବାଟବଣା । ତା ବାସ୍ନାରେ ଈର୍ଷ୍ୟା ର ଜ୍ବଳନ । କାହା ପାଇଁ ଏ ପ୍ରକୃତି ସୁନ୍ଦରୀ ଙ୍କ ତାଣ୍ଡବ । ଏଇ ବୋଧେ ତୁମ ପାଇଁ, ଚନ୍ଦ୍ରମୁଖୀ !

Continue Reading

End of content

No more pages to load

Close Menu