ବାଜେ ପିଲାର ପ୍ରେମ କବିତା
ବାଜେ ପିଲାର ପ୍ରେମ କବିତା । ଏକ ସୁନ୍ଦର ରୋମାଣ୍ଟିକ ଓ ବ୍ୟଙ୍ଗାତ୍ମକ କବିତା ଡ଼ଃ ମନୋଜ କିଶୋର ନାୟକଙ୍କ ଲେଖନୀ ମୁନରୁ ।
This section exclusively deals with the works of Odial iterature,the scribbling in my mother tongue . Continuing the genre of Tissue Paper Poetry I am also going to add the play of emotions to this column with an odissi flavour to my alphabets .
ବାଜେ ପିଲାର ପ୍ରେମ କବିତା । ଏକ ସୁନ୍ଦର ରୋମାଣ୍ଟିକ ଓ ବ୍ୟଙ୍ଗାତ୍ମକ କବିତା ଡ଼ଃ ମନୋଜ କିଶୋର ନାୟକଙ୍କ ଲେଖନୀ ମୁନରୁ ।
ଫୁତ୍କାର ମାରି ଗର୍ଜନ କଲା ମୋ ସନ୍ଦେହୀ ପ୍ରିୟା “ନା । ମୌସୁମୀ ଆସିପାରିବନି ।” ଏଇ ବିସ୍ଫୋରକ ଆଦେଶନାମାରେ କୁହୁଳି ଉଠିଲା ଦେହରୁ ବୋହୁଥିବା ଗମ୍ ଗମ୍ ଝାଳ । ଖଣ୍ଡିଆଭୂତର ପ୍ରକୋପରେ ବକ୍ଷଦେଶରୁ ଖସିପଡ଼ିଥିବା ଘର୍ମାକ୍ତ ପଣତକୁ ସଜାଡୁ ସଜାଡୁ କରି ଚାଲିଥିଲା ଆତ୍ମସଂଳାପର ବିସ୍ଫୋରଣ ….. ” ଗ୍ରୀଷ୍ମଛୁଟି ଦିନୁ ଗ୍ରାସ କରିଛି ଏ ଅଲକ୍ଷଣୀ ମୌସୁମୀର ମାୟାଜାଲ । କ’ଣ ନା ! ଏ ମୌସୁମୀ ବହୁତ ସୁନ୍ଦର… ସବୁଜରଂଗର ଓଦା …
A poem for the new couple. They are going to start a new chapter and this poem is perfect for wishing them a happy journey.
ତୋ ଛାତି ଭାଙ୍ଗିଗଲେ କାନ୍ଦିବୁନି
ଯେତେ ଭାଙ୍ଗିବ ଭାଙ୍ଗୁ
କୋରଡ ବି ହୋଇଯାଉ ସେଠି
ତୁ ଦମ୍ଭ ହାରିବୁନି
ଦେଖିବୁ
ଦିନେ ତୋ କୋରଡକୁ ଉଡ଼ିଆସିବ
ପକ୍ଷୀଟିଏ ।
ପ୍ରେମର ପକ୍ଷୀଟିଏ ….
ଦୁଃଖ ଜର୍ଜରିତ ସୀତା, ଦୁନିଆ ଆଖିରେ ନିନ୍ଦିତା । ଅପମାନର ଅଗ୍ନିରେ ଜର୍ଜରିତା। ତଥାପି ତାଙ୍କ ମନ ଡାକୁଥାଏ ରାମ ନାମ । ଏଇ ପରିପ୍ରେକ୍ଷୀରେ ଏକ ଛୋଟ କବିତା