କିଏ ସୁନ୍ଦର?

ରକ୍ତ ଗୋଲାପର ପାଖୁଡାରେ ପଡିଥିବା ଶିଶିର ବିନ୍ଦୁ ଆଉ ଅଧୁରା ପ୍ରେମର ଲୁହ ଦୁଇ ଟୋପା ତୋ ଫୁଲ୍କା ଗାଲ ଉପରେ ଅଙ୍କ କଷା କଷି ହେଉଛନ୍ତି.... କିଏ ସୁନ୍ଦର ?

Continue Reading

ମା’

●ମା' କଣ କରୁଛୁ? ●କିଛି ନାହିଁ ରୋଷେଇ କରୁଛି । ●କଣ? ●କାହିଁ ତୁ ଆସୁଛୁ କି? ●ନା ଯେ... ଗୋଟେ କାମ ଥିଲା। ●କହ। ●ତୋ ଫୋଟୋ ଗୋଟେ ପଠା । ●ନା ●ପ୍ଲିଜ ପଠାନା ●ନା କହିଲି ପରା

Continue Reading

ଚନ୍ଦ୍ରମୁଖୀ

ରଜନୀଗନ୍ଧା ବି ଆଜି ଅନ୍ଧାରରେ ବାଟବଣା । ତା ବାସ୍ନାରେ ଈର୍ଷ୍ୟା ର ଜ୍ବଳନ । କାହା ପାଇଁ ଏ ପ୍ରକୃତି ସୁନ୍ଦରୀ ଙ୍କ ତାଣ୍ଡବ । ଏଇ ବୋଧେ ତୁମ ପାଇଁ, ଚନ୍ଦ୍ରମୁଖୀ !

Continue Reading

ସିଗାରେଟ

- ନାଁ । ମୁଁ ସିଗାରେଟ ପିଏନି । ଥାଙ୍କ ୟୁ । - ଆରେ ବନ୍ଧୁ । ସିଗାରେଟ ଥରେ ପିଇଦେଲେ ଯାତ୍ରାଟା ସୁଗମ ଲାଗିବ । ନିଅନା... ପ୍ରଥମେ ପ୍ରଥମେ ମନା କରୁଥିଲେ ବି ଶେଷରେ ସେ ମୋ କଥା ରଖିଥିଲେ ।

Continue Reading

End of content

No more pages to load

Close Menu