ପୁନର୍ଜନ୍ମ

ମୋତେ ଗିଲାସେ ବିଷ ଦିଅ

ପିଇଯିବି ।

ଜୁ’ !

ତୁମେ ବ୍ୟସ୍ତ ହୁଅନି ।

ମୁଁ ଟିକେ ଶୋଇ ପଡିଥିବି …

ଉଠିଲାବେଳକୁ ଦେଖିବ ସହସ୍ର ମନୋଜ

ତୁମ ଆଖିର ଲୁହ ପୋଛୁଥିବେ !

Leave a Reply

Close Menu
error: Content is protected !!
×
×

Basket