କୋରଡ

ତୋ ଛାତି ଭାଙ୍ଗିଗଲେ କାନ୍ଦିବୁନି
ଯେତେ ଭାଙ୍ଗିବ ଭାଙ୍ଗୁ
କୋରଡ ବି ହୋଇଯାଉ ସେଠି
ତୁ ଦମ୍ଭ ହାରିବୁନି
ଦେଖିବୁ
ଦିନେ ତୋ କୋରଡକୁ ଉଡ଼ିଆସିବ
ପକ୍ଷୀଟିଏ ।
ପ୍ରେମର ପକ୍ଷୀଟିଏ ….

Leave a Reply

Close Menu
error: Content is protected !!
×
×

Basket