INKLINGS (ODIA)

ମୁଁ ବି ଗୀତ ଲେଖେ
ଫୁଲର
ବର୍ଷାର
ସତ ହୋଇଯାଉଥିବା ସ୍ୱପ୍ନର ।

ତୁ ବି କବିତା ପଢ଼
ପ୍ରେମର
କୀର୍ତ୍ତିର
ତୋତେ ଭଲ ପାଉଥିବା ରାଜାର ।

ଡ଼ଃ ମନୋଜ କିଶୋର ନାୟକ

error: Content is protected !!