ଓହଳ

ତୁମେ ଥିଲ ମୁଁ ଥିଲି । ଆଉ କେହି ନ ଥିଲେ ଆମ ସାଥେ କେବଳ ଏ ଗଛର ଛାଇ ଥିଲା । ତୁମେ ଝୁଲି ପଡିଲ ମୁଁ ଝୁଲି ପଡିଲି ଆଉ କେହି ନ ଥିଲେ ଧରିବାକୁ ଗଛ ବି…

Continue Reading

ଶୂନ ଜିଲ୍ଲା

କିଏ କହିଲା ମୋ ନବରଙ୍ଗପୁରକୁ ଶୂନ ଜିଲ୍ଲା ବୋଲି ଆସୁନ ଶୁଂଘିବ ଏଠି ତ କୋଟି କୋଟି ଦୁର୍ନୀତିର ଗନ୍ଧ ଭଣ ଭଣ ହୋଇ ବାସୁଚି ମୋ ଫାଇଲ ଉପରେ ପି.ସି.ର ପେପର ୱେଟ ଯାହାକୁ ଘୁଞ୍ଚାଇ ପାରିନି ଉନ୍ନୟନର ମିଛ…

Continue Reading

କିଏ ସୁନ୍ଦର?

ରକ୍ତ ଗୋଲାପର ପାଖୁଡାରେ ପଡିଥିବା ଶିଶିର ବିନ୍ଦୁ ଆଉ ଅଧୁରା ପ୍ରେମର ଲୁହ ଦୁଇ ଟୋପା ତୋ ଫୁଲ୍କା ଗାଲ ଉପରେ ଅଙ୍କ କଷା କଷି ହେଉଛନ୍ତି.... କିଏ ସୁନ୍ଦର ?

Continue Reading

ଚନ୍ଦ୍ରମୁଖୀ

ରଜନୀଗନ୍ଧା ବି ଆଜି ଅନ୍ଧାରରେ ବାଟବଣା । ତା ବାସ୍ନାରେ ଈର୍ଷ୍ୟା ର ଜ୍ବଳନ । କାହା ପାଇଁ ଏ ପ୍ରକୃତି ସୁନ୍ଦରୀ ଙ୍କ ତାଣ୍ଡବ । ଏଇ ବୋଧେ ତୁମ ପାଇଁ, ଚନ୍ଦ୍ରମୁଖୀ !

Continue Reading

ସଂଖ୍ୟା

ଏଠି ତ ପୃଥିବୀ ଏକ ନୁହେଁ ସଂଖ୍ୟାରେ ବିଭାଜିତ ଭାତୃତ୍ୱର ସୀମା ସଂଖ୍ୟାରେ ସୀମିତ ନିଜ କର୍ମ, ନିଜ ଗ୍ରାମ ଆଉ ତା ପାଇଁ ଧାଉଁଥିବା ଅହରହ ନିଃଶ୍ୱାସ । ତେବେ ମଣିଷ କଣ ସତରେ ସଂଖ୍ୟାରେ ହିଁ ସୀମିତ ??

Continue Reading

ସୀମା

"ମା' ସୀମା କ'ଣ ?" ତିନି ବର୍ଷର କୁନି ଛୁଆକୁ ବୁଝେଇବେ କେମିତି ? ଏଣେ ରୋଷେଇଘରେ ବ୍ୟସ୍ତତାରେ ବ୍ୟାଗ ଉପରୁ ହାତ ଉଠାଉ ଉଠାଉ ଗଳି ପଡୁଥିଲେ ଆଳୁ ସବୁ ସୀମାରେ ଲଢେଇ କରୁଥିବା ସୈନିକମାନଙ୍କର ମୁଣ୍ଡ ପରି । "ଯେଉଁଠି ଆମ ଦୁନିଆ ସରି ଯାଏ ସେଇଟା ଆମ ସୀମା "

Continue Reading
  • 1
  • 2
Close Menu