କୁନ୍ଦୁଲି କାନ୍ଦୁଛି

କାନ୍ଦିଲେ କାନ୍ଦୁ ମା' ବିଳାପୀ ବିଳାପୀ ଦୁଇ ଫାଳ ହୋଇ ଫାଟିଯାଉ ଏ ବସୁଧା । ସବୁ କିଛି ଠିକ ହୋଇଯିବ ଆସନ୍ତାକାଲି କାହା ଲୁହରେ କେବେ ପୃଥିବୀ ପ୍ରଳୟ ହୋଇଛି କି । #କୁନ୍ଦୁଲି_ପୀଡିତାଙ୍କୁ_ଉତ୍ସର୍ଗ ।

Continue Reading

ସୁନା ଫୁଲ

ସୁଯୋଗ ଦେଖି ପଚାରିଲି 'ସୁନା ଫୁଲ ମୁଁ କେମିତି ହେବି?' ତା ସ୍କୁଲ ବ୍ୟାଗ ମୋ କାନ୍ଧରେ ଝୁଲେଇ ଦେଇ ବୁଝାଉଥାଏ 'ମୁଁ ସବୁ ଦିନ ସ୍କୁଲ ଯିବି । ସବୁଦିନ ହସ୍ତାକ୍ଷର ଲେଖିବି ବହୁତ ପାଠ ପଢିବି, ଚାକିରୀ କରିବି ' 'ଆଉ?'

Continue Reading

ତୁ ଫେରିଆ’ ରେ …

ଆଜି ବି ମନେ ପଡେ ସେଇ ବର୍ଷା ଦିନ ଗୋଟେ ଧଳା କାଗଜକୁ ମୋଡି ମାଡି ଦୁଇଟି କାଗଜ ଡଙ୍ଗା ବନେଇ ଗୋଟିଏ ମୋ ହାତରେ ଧରେଇ ଦେଇଥିଲୁ । ମୋ ଡଙ୍ଗା ଭାଙ୍ଗିଗଲା ତୁ ତୋ ଡଙ୍ଗାରେ ଭାସି କୁଆଡେ ଚାଲିଗଲୁ ?

Continue Reading

ହଜି ଯାଇଥିବା ମା’

ମାଆଙ୍କୁ ଦେଖିବ ? ଆସ ଖୋଲା ପଡିଆକୁ ଏଇ ଯେଉଁ ଆକାଶ ତୁମକୁ ବାନ୍ଧି ରଖିଛି ସେଇ ତ ମାଆର ହାତ...... [ ଏ କବିତା ଆକାଶର ତାରା ମେଳରେ ମାଆକୁ ଖୋଜୁଥିବା ଝିଅଟେ ପାଇଁ ]

Continue Reading

ହଜି ଯାଇଥିବା ମା’

ମାଆଙ୍କୁ ଦେଖିବ ? ଆସ ଖୋଲା ପଡିଆକୁ ଏଇ ଯେଉଁ ଆକାଶ ତୁମକୁ ବାନ୍ଧି ରଖିଛି ସେଇ ତ ମାଆର ହାତ...... [ ଏ କବିତା ଆକାଶର ତାରା ମେଳରେ ମାଆକୁ ଖୋଜୁଥିବା ଝିଅଟେ ପାଇଁ ]

Continue Reading

ପଞ୍ଚଜନ୍ୟ !

ବିଭତ୍ସ ଚିକ୍ତାର କରୁଛନ୍ତି ଚତୁଃପାର୍ଶ୍ବେ ଜୀବନ୍ତ ମଣିଷମାନଙ୍କର ଶବ । ବନ୍ଧ୍ୟାମାଟିରେ ଲୋଟିପଡିଛନ୍ତି କଳଙ୍କସବୁ କୃଷ୍ଣଚୂଡ଼ା ପାଲଟିଯାଇଛି ଟହ ଟହ ଅଙ୍ଗାର ପ୍ରତିଟି ପୃଷ୍ଠାରେ ନିଃସ୍ୱତାର ଛିଟା ତଥାପି...

Continue Reading
Close Menu