ମୋତେ ଗିଲାସେ ବିଷ ଦିଅ
ପିଇଯିବି ।
ଜୁ’ !
ତୁମେ ବ୍ୟସ୍ତ ହୁଅନି ।
ମୁଁ ଟିକେ ଶୋଇ ପଡିଥିବି …
ଉଠିଲାବେଳକୁ ଦେଖିବ ସହସ୍ର ମନୋଜ
ତୁମ ଆଖିର ଲୁହ ପୋଛୁଥିବେ !
ମୋତେ ଗିଲାସେ ବିଷ ଦିଅ
ପିଇଯିବି ।
ଜୁ’ !
ତୁମେ ବ୍ୟସ୍ତ ହୁଅନି ।
ମୁଁ ଟିକେ ଶୋଇ ପଡିଥିବି …
ଉଠିଲାବେଳକୁ ଦେଖିବ ସହସ୍ର ମନୋଜ
ତୁମ ଆଖିର ଲୁହ ପୋଛୁଥିବେ !