Banyan tree

Prop roots of a banyan tree near Nabarangpur

ତୁମେ ଥିଲ
ମୁଁ ଥିଲି ।
ଆଉ କେହି ନ ଥିଲେ ଆମ ସାଥେ
କେବଳ ଏ ଗଛର ଛାଇ ଥିଲା ।
ତୁମେ ଝୁଲି ପଡିଲ
ମୁଁ ଝୁଲି ପଡିଲି
ଆଉ କେହି ନ ଥିଲେ ଧରିବାକୁ
ଗଛ ବି ଝୁଲି ପଡିଲା ।

ଇତିହାସରେ ଆମେ ହଜିଗଲୁ
ଗଛ ଆଜି ବି ଝୁଲିରହିଛି ।

ଆସନ୍ତନି ପ୍ରିୟା ଆଉ ଥରେ

ଝୁଲିବାକୁ ଆମେ ସାଥିରେ?

 

 

 


Manoj Kishore Nayak

Hitherto known as the “Tissue Paper Poet” and credited many a times with initiating the same genre of poetry I, contemplated of writing this blog where I could inter-alia, endeavor to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents.

Leave a Reply